ନବମ ଶ୍ରେଣୀ ଛାତ୍ରୀ ଙ୍କୁ ଦୁଷ୍କର୍ମ ଉଦ୍ୟମ ବେଳେ ଗୁରୁତର ଅବସ୍ଥା ରେ ଉଦ୍ଧାର କଲେ ଗ୍ରାମବାସି ଯୁବକ ଙ୍କୁ ବାନ୍ଧି ନିର୍ଧୁମ ମାଡ଼ ମାରି ପୋଲିସ ଜିମା ଦେଲେ l ଯୁବକ ର ବାଇକ କୁ ଜାଳିଦେଲେ ଉତ୍ୟକ୍ତ ଲୋକ, ଘଟଣା ସ୍ଥଳ ରେ ସିମୁଳିଆ ପୋଲିସ ପହଁଚି ଯୁବକ କାବୁ କରିବା ସହିତ ଅଂଚଳ ରେ ଉତେଜନା
ଯୁବକ ହେଉଛନ୍ତି ଅନ୍ତରା ଗ୍ରାମ ର ପ୍ରଶାନ୍ତ ସାମଳ, ଛାତ୍ରୀ ଜଣ ଙ୍କ ଟିଉସନ ସାରି ଘରକୁ ଫେରୁଥିବା ବେଳେ ସିମୁଳିଆ ଥାନା ଅନ୍ତରା କେନାଲ ବନ୍ଧ ନିକଟରେ କରିଥିଲେ ଦୁସ୍କର୍ମ l ଛାତ୍ରୀ ଙ୍କ ସାଇକେଲ ଓ ବହି ଙ୍କୁ କେନାଲ ଙ୍କୁ ଫିଙ୍ଗି ଦେଇଥିଲେ ଯୁବକ l