ସରକାର କୁତ୍ରିମ ଜଙ୍ଗଲ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ମାଫିଆ ମାନେ ଦିନ ଦିହିପହରେ ମୁଲିବାନ ଗଛ କାଟି କୋଟି କୋଟି ଟଙ୍କା କାମଉଛନ୍ତି, ଏଠି ଦିବାଲୋକରେ ଜଙ୍ଗଲ ମାଫିୟା ସେଠାରୁ ଚାଲି ଯାଉଛି, ତାସହିତ ଫଟୋ ଅଛି,
ଏଠି ସାଧାରଣ ରେ ପ୍ରଶ୍ନ ଉଙ୍କି ମାରେ ଏଠି ମିଳି ମିଶି ମୁନଫା ବଣ୍ଟା ଚାଲିଛି, ଆଗକୁ ଦେଖିବାର ସମୟ
DFO ସାର କଣ ଆକ୍ସନ ନେଉଛନ୍ତି।