ସତ୍ୟ ସନ୍ଧାନ ରେ ଅନୁଷ୍ଠାନ ପକ୍ଷ ରୁ ଗୁଡ଼ ସ୍ଥିତ ଶିବ ମୁନି ଆଶ୍ରମ ରେ ଶୁଖିଲା ଖାଦ୍ୟ ପଦାର୍ଥ ଓ ବସ୍ତ୍ର ପ୍ରଦାନ।
ଶନିବାର ସତ୍ୟ ସନ୍ଧାନ ରେ ଅନୁଷ୍ଠାନ ପକ୍ଷ ରୁ ପ୍ରତିଷ୍ଠାତା ଅଜୟ ତ୍ରିପାଠୀ ଓ କୋଷାଧ୍ୟକ୍ଷ ପଦ୍ମ ଲୋଚନ ତିଆଡି ଓ ସଦସ୍ୟ ବରେସ ଭାଈନା, ସଦସ୍ୟା ସଂଯୁକ୍ତା ମ୍ୟାଡମ ଆଶ୍ରମ କୁ ଯାଇ ଅନ୍ତେ ବାସୀ ଙ୍କ ସହ ସୁଖ ଦୁଃଖ ଆଲୋଚନା କରିବା ସହ ଶୁଖିଲା ଖାଦ୍ୟ ପଦାର୍ଥ ଓ ବସ୍ତ୍ର ପ୍ରଦାନ କରିଥିଲେ। ଏଥି ସହ କିଛି ଆର୍ଥିକ ରାଶି ମଧ୍ୟ ପ୍ରଦାନ କରିଥିଲେ।
ସତ୍ୟ ସନ୍ଧାନ ରେ ଏହି ଭଳି ପ୍ରତି ମାସ ରେ କାର୍ଯ୍ୟ କ୍ରମ ପାଇଁ ସାଧାରଣ ରେ ପ୍ରଶଂସା କରା ଯାଉଛି।