ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ମଇତାପୁର l
ଉଣେଇଶ ଅଠା ନବେ ରୁ ଲାଗିଛି ଫଳକ। କିନ୍ତୁ ବଦଳୁନି ବାସ୍ତବ ଚିତ୍ର।
ଏଇ ହବ ହେଉଛି ପାସ ହେଇଛି ରାସ୍ତା କୁ ନେଇ ନାହିଁ ନ ଥିବା ସମସ୍ୟା ଦେଖାଦଉଛି ।
ମନ୍ତ୍ରୀ ନେତା ଗାଁ ନେତା କେତେ ଗଲେଣି ହିସାବ ନାହିଁ। ଭୋଟ ବେଳେ ଚିକିଣିଆ କଥା। ଭୋଟ ସରିଲେ ସବୁ ଶେଷ। ସିମୁଳିଆ ବ୍ଲକ ମଇତାପୁର ମୁନି ପଦା ଗୌର ଗଡି ରାସ୍ତା। ଅବସ୍ଥା ଆଖି ରେ ନ ଦେଖିଲେ ବିଶ୍ୱାସ ହେବନି। ଏହା ଆମେ କହୁନୁ ଗ୍ରାମବାସୀ କଣ କହୁଛନ୍ତି ଶୁଣନ୍ତୁ l