ପରିବାର ଲୋକ ଙ୍କ ଅସାବଧାନତା ଋ ଘଟିଲା ଅଘଟଣ
ଘଟଣା ଟି ଖଇରା ବ୍ଲକ ଅନ୍ତର୍ଗତ ବାଉଁସଗଢ଼ିଆ ପଞ୍ଚାୟତ ରେ ଶାଳଗଢିଆ ଗାଁର ଶଶିକାନ୍ତ ସାହୁଙ୍କ ର ୪ବର୍ଷ ର ଝିଅ ପ୍ରୀୟଂଶି ସାହୁ ପୋଖରୀ ରେ ଖେଳୁ ଖେଳୁ ପଡ଼ି ଯାଇଥିଲା।
ପରିବାର ଲୋକେ ବହୁ ଖୋଜାଖଜି କରି ପୋଖରୀ ରେ ପଡ଼ି ଯାଇଥିବା ସନ୍ଦେହ କରିଥଲେ ।
ଏବଂ କିଛି ସମୟ ପରେ ତାଙ୍କ ବୁଢ଼ୀ ମା ଦେଖିବା ପରେ ସେ ଭାସୁଥିବା ର ଚିତ୍କାର କରିଥିଲେ।କିଛି ସ୍ଥାନୀୟ ଲୋକ ତାକୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲ ଖଇରା କୁ ନେଇ ଆସିଥିଲେ ସେଠାରେ ଡକ୍ଟର ମୁକ୍ତିକାନ୍ତ ସା ତାଙ୍କୁ ମୃତ୍ ଘୋଷଣା କରିଥିଲେ।
ଏହା ସମଗ୍ର ଅଂଚଳ ରେ ଏକ
ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି।