ଦର୍ଶକବନ୍ଧୁ ଆପଣ ମାନକୁ ଶୋଇବା ସମୟରେ କେବେ ନା କେବେ ତ ଝଟକା ଲାଗିଥାଇପାରେ |
ତେବେ ଏହି ଝଟକା ଲାଗିବାର କାରଣ କଣ ,କଣ ପାଇଁ ଏହି ଝଟକା ଲାଗିଥାଏ ,କଣ କିଛି ଆତ୍ମାର ସାୟା ଥାଏ କି ନା କୌଣସି ରୋଗର କାରଣ ଆସନ୍ତୁ ଜାଣିବା |
ତେବେ ଦର୍ଶକବନ୍ଧୁ ଏହିପରି ଝଟକା ଲାଗିବାକୁ hyponic jerk କୁହଯାଏ | ଏହି hyponic jerk ସାଧାରଣତଃ କଞ୍ଚା ନିଦ ଥିବା ବେଳେ ହୋଇଥାଏ ଅର୍ଥାତ୍ ନିଦ ଏବଂ ଚାହିଁବାର ମଧ୍ୟବର୍ତ୍ତୀ ସମୟରେ ହୋଇଥାଏ | ଯେବେ ନିଦ ଆସିବାର ପ୍ରଥମ ପର୍ଯ୍ୟାୟରେ ମନୁଷ୍ୟ ଥାଏ ସେତେବେଳେ ମନୁଷ୍ଯର ହୃତସ୍ପନ୍ଦନ ଆଉ ନିଶ୍ଵାସ ପୁରା ଧୀରେ ଚାଲୁଥିବାରୁ ଏହି ଝଟକା ଲାଗିଥାଏ |
ତେବେ ଦର୍ଶକବନ୍ଧୁ ଏହା ହେବା କୌଣସି ରୋଗର ଲକ୍ଷଣ ହୋଇନଥାଏ ଦୁନିଆ ର 60-70 ପ୍ରତିଶତ ଲୋକ ମାନକୁ ଏହି ଭଳି hyponic jerk ହୋଇଥାଏ | scientist ମାନଙ୍କ କଥା ଅନୁସାରେ ଯେତେ ବେଳେ ମନୁଷ୍ଯ ଟି ଥକି ଯାଇଥିବ କି ଚିନ୍ତାରେ ଥିବ ତେବେ ଏହା ସେତେବେଳେ ହୋଇଥାଏ | ଯଦି କାହାକୁ ଝଟକା ଲାଗିବା ପରେ କୌଣସି ଅଣନିଶ୍ଵାସୀ ଲାଗେ ତେବେ ସେ ଯଥାସମୟରେ ଡକ୍ଟରଙ୍କ ସହ ଯୋଗାଯୋଗ କରିବା ଉଚିତ୍ |
ତେବେ ଦର୍ଶକବନ୍ଧୁ ଏହା ଥିଲା କଣ ପାଇଁ ଶୋଇବା ସମୟରେ ଝଟକା ଲାଗେ, କାହିଁକି ଶୋଇବା ସମୟରେ ତଳେ ପଡିଗଲା ଭାଳି ଲାଗେ |