ସାର ଙ୍କ ଅନ୍ୟତ୍ର ବଦଳି କୁ ନେଇ ଛାତ୍ର ଛାତ୍ରୀ ଙ୍କ ଆନ୍ଦୋଳନ
ବିଭୁ ସାର, ଜଗଦୀଶ ସାର ଙ୍କୁ ଆମେ ଛାଡ଼ିବୁ ନାହିଁ
ନିଜର ପ୍ରିୟ ଶିକ୍ଷକ ଙ୍କୁ କିଏ ବା କାହିଁକି ଛାଡ଼ିବ। ଆଜି ର ଦୁନିଆ ରେ ଜଣେ ଆଦର୍ଶ ଶିକ୍ଷକ ପାଇବା ଏଵଂ ଜଣେ ଛାତ୍ର ବାତ୍ସଳ ଶିକ୍ଷକ ମିଳିବା ବିରଳ ଦର୍ଶକ ବନ୍ଧୁ। ଦୁଇ ଶିକ୍ଷକ ମ୍ୟୁଚାଲ ଟ୍ରାନ୍ସପର କୁ ନେଇ ହଠାତ୍ ପିଲା ମାନେ ଜାଣି ପାରିବା ପରେ ଆରମ୍ଭ କରିଦେଲେ ନାରା ବାଜି ଏଵଂ
ଗେଟ୍ ସାମ୍ନା ରେ ଆନ୍ଦୋଳନ। ଏ ହେଉଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ରଘୁ ନାରାୟଣ ସରକାରୀ ଉଚ୍ଚ ବିଦୟାଳୟର ଘଟଣା ଦୁଇ ଶିକ୍ଷକ ବଦଳି କୁ ନେଇ ପିଲା ମନଙ୍କ ର ଉତେଜନା।
ଦେଖାଯାଉ ଶିକ୍ଷା ବିଭାଗ କୋମଳ ମତି ପିଲା ଙ୍କୁ କି ନ୍ୟାୟ ଦେବେ।