କଳାହାଣ୍ଡି ଜିଲ୍ଲା କୋର୍ଟକୁ ବୋମା ରୁ ଉଡେଇବାକୁ ଧମକ । ଜିଲ୍ଲା ଦୌରା ଜଜ୍ ଙ୍କ ସରକାରୀ ମେଲ୍ ରେ ଧମକପୂର୍ଣ୍ଣ ମେଲ୍ ଆସିଥିବା ଖବର । କୋର୍ଟ ପରିସରରେ ଟାଉନ ଥାନା ପୋଲିସ ପହଂଚି ସୁରକ୍ଷା ଯାଞ୍ଚ କରିଛି । ବମ୍ ସ୍କ୍ୱାର୍ଡ ଏବଂ ଡଗ୍ ସ୍କ୍ୱାର୍ଡ ମଧ୍ୟ ପହଂଚି କୋର୍ଟ ପରିସର ରେ ଯାଞ୍ଚ ଜାରି ରଖିଛି । କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବାରକୋଣ୍ଡା ନିଜେ କୋର୍ଟ ପରିସରକୁ ଆସି ତଦନ୍ତ କରିଛନ୍ତି ।୯.୩.୨୦୨୬ ସକାଳୁ କୋର୍ଟ ର କାମ ବନ୍ଦ ଥିବା ଦେଖିବାକୁ ମିଳିଛି।