ଯାଜପୁର ଟାଉନ ଥାନା ପରିସରରେ ପୋଲିସ ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଉଯାଇଛି । ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟେସ ପ୍ରତାପ ଶ୍ରୀମାଲ ସାଇବର ଠକେଇ ଓ ଫାଇନାସିଆଲ ଫ୍ରର୍ଡ ଅପରାଧ ବିରୁଦ୍ଧରେ ଆଇନି ଗତ କାଯ୍ୟନୁଷ୍ଠାନ ଉପରେ ସାମ୍ବାଦିକ ସମିଳନୀରେ ସୂଚନା ଦେଇଥିଲେ ।
ଏଥିରେ ମୂଖ୍ୟ ଅଭିଯୁକ୍ତ ଦେବାଶିଷ ରାଉତ ଗ୍ରାମ -ମକେଇପୁର ଯାଜପୁର ଠାରୁ ପୋଲିସଏକ xuv 700 four wheeler, ଗୋଟିଏ ktm motorcycle, ଏବଂ ଏକ pulser 180 ଗାଡି ସହ ବିଭିନ୍ନ ବ୍ୟାଙ୍କ ର pass ଵୁକ୍ ଓ ATM, ନାମିଦାମୀ କମ୍ପାନୀ ର ମୋବାଇଲ ଓ comuter ଏବଂ 25ଟି ବିଭିନ୍ନ ଆକାଉଣ୍ଟ ରୁ 75 ଲକ୍ଷ୍ୟ ଟଙ୍କା ଜବତ କରିଛି ଯାଜପୁର ଟାଉନ ପୋଲିସ।
ମୁଖ୍ୟତ ଏହା ମାନନୀୟ ଡି ଜି ପି ଙ୍କ ନିର୍ଦେଶ କ୍ରମେ Cyber କବଚ ଅପେରସନ ଆରମ୍ବ ହୋଇ ସୁଚାରୁ ରୂପେ କାର୍ଯ୍ୟକ୍ରମ ଚଳାଇ ଆସୁଛି।ଯାଜପୁର ଥାନା ପୋଲିସ କେଶ ନମ୍ବର 76/25.2.26 ଓ ଦଫା 316(2)/318(4)/335/336(2)336(3)340/61(2)/111/3(5)BNSR. W ACC 65 /66(C)D IT Act acc 3/4 PMLA.ACT.ACC 3/7 of ପିଉ Act ଲାଗିଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।